ଆରପାରିରେ ଓଲିଉଡର ମା’ ଅନିତା ଦାସ : ପ୍ରିୟ ମଣିଷଙ୍କୁ ମନେପକାଇଲେ ଅଭିନେତା-ଅଭିନେତ୍ରୀ

କଟକ: ଆରପାରିରେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେଲଟର ଛକ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା। ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠି … Continue reading ଆରପାରିରେ ଓଲିଉଡର ମା’ ଅନିତା ଦାସ : ପ୍ରିୟ ମଣିଷଙ୍କୁ ମନେପକାଇଲେ ଅଭିନେତା-ଅଭିନେତ୍ରୀ